39.1 C
Bhubaneswar
Friday, April 26, 2024
Homeଅପରାଧପୁଣି ଲଜ୍ଜା,ନିଶା ଦେଇ ଯୁବତୀଙ୍କୁ ଗଣ ଦୁଷ୍କର୍ମ

ପୁଣି ଲଜ୍ଜା,ନିଶା ଦେଇ ଯୁବତୀଙ୍କୁ ଗଣ ଦୁଷ୍କର୍ମ

ସମ୍ବଲପୁର : ହାଇଦ୍ରାବାଦ ଗଣ ଦୁଷ୍କର୍ମ ଓ ବିଭସ୍ଥ ହତ୍ୟା ମାମଲାରେ ଜଡିତ ଅପରାଧୀଙ୍କୁ ଏନକାଉଣ୍ଟର ହେବା ପରେ ଉନ୍ନାଓ ଗଣ ଦୁଷ୍କର୍ମ ପୀଡିତାଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଛି | ତେବେ ଦେଶରେ ନାରୀ ପ୍ରତି ନିର୍ଯ୍ୟାତନା ଦିନକୁ ଦିନ ଜଘନ୍ୟ ରୂପ ଧାରଣ କରିବାରେ ଲାଗିଛି | ସମ୍ବଲପୁରରେ ନିଶା ଦେଇ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଇଁଠାପଲ୍ଲି ଅ଼ଞ୍ଚଳରେ ଜଣେ ଯୁବତୀଙ୍କୁ ନିଶା ଦେଇ ଏକ ନିଛାଟିଆ ସ୍ଥାନକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ଯୁବତୀଙ୍କୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା । ତାଙ୍କୁ ଚିକିତ୍ସାପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଏବେ ଏହି ଘଟଣାର ତଦନ୍ତ ଜାରି ରଖିଥିବାର ଜଣା ପଡିଛି ।
https://onakhabar.com/2019/12/09/kill-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking