32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବରି ନାଗରିକଙ୍କର ରେଳ ଧକ୍କାରେ ମୃତ

ବରି ନାଗରିକଙ୍କର ରେଳ ଧକ୍କାରେ ମୃତ

ଯାଜପୁର : ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ଶଙ୍ଖଚିଲା ଗ୍ରାମର ପୁରୁଖା ସମାଜସେବୀ ଓ ମୁରବୀ ଶ୍ରୀ ନୃସିଂହ ପଥାଳଙ୍କର ଦିନ ଦିପହରେ ରେଳ ଧକ୍କାରେ ମୃତ୍ୟୁବରଣ ହୋଇଛି । ଶ୍ରୀ ପଥାଳ ସମାଜସେବୀ, ବୁଦ୍ଧିଜୀବୀ ଓ ବୈଜ୍ୟେ ହିସାବରେ ଏହି ଅଂଚଳରେ ପରିଚିତ ଥିଲେ ।

ତାଙ୍କର ଅକାଳ ବିୟୋଗରେ ଶଙ୍ଖଚିଲା ଓ ବ୍ୟାସନଗର ସହରାଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଶ୍ରୀ ନୃସିଂହ ପଥାଳଙ୍କର ସୁପୁତ୍ର ଶରତ ପଥାଳ ଯାଜପୁର ଜିଲ୍ଲାରେ ଜଣେ ଦକ୍ଷ ନିରପେକ୍ଷ ସାମ୍ବାଦିକ ଭାବେ ଜିଲ୍ଲାର କୋଣଅନୁକୋଣରେ ପରିଚିତ । ଯାଜପୁର ଜିଲ୍ଲା ସାମ୍ବାଦିକ ମହଲରେ ତାଙ୍କର ପିତୃ ବିୟୋଗକୁ ନେଇ ଶୋକର ବାତାବରଣ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking