29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଟୋକିଓରେ କ୍ୱାର୍ଡ ବୈଠକ

ଟୋକିଓରେ କ୍ୱାର୍ଡ ବୈଠକ

ଟୋକିଓ : ଜାପାନରେ ବିଶ୍ୱର ୪ ପ୍ରମୁଖ ରାଷ୍ଟ୍ରଙ୍କ କ୍ୱାର୍ଡ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଭାରତ, ଆମେରିକା, ଜାପାନ , ଅଷ୍ଟ୍ରେଲିଆ ପ୍ରମୁଖ ୪ ଟି ଦେଶର ନେତା ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ହିନ୍ଦ୍ ପ୍ରଶାନ୍ତ କ୍ଷେତ୍ର ରେ ସୁରକ୍ଷା ପ୍ରାଥମିକତା । ଆର୍ଥିକ ସହଯୋଗ ପାଇଁ ସମନ୍ନୟ ବଢିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କରୋନା ମହାମାରୀ ସମୟରେ ଆମେ ଏକାଠି କାମ କରିଛୁ । ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking