30.1 C
Bhubaneswar
Saturday, April 27, 2024
Homeଓଡିଶାଦଶହରାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଦଶହରାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଏନେଇ ସୂଚନା ଦେଇ କହିଛନ୍ତି, କୋଭିଡ ସମୟରେ ହବିଷ୍ୟାଳୀ ନ ଆସିବାକୁ ଅନୁରୋଧ କରାଯାଇଛି । ୧୫ ତାରିଖ ଦଶହରା ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ୧୮ ତାରିଖ କୁମାର ପୂର୍ଣ୍ଣିମା ଦିନ ସର୍ବସାଧାରଣ ଦର୍ଶନ ଅନୁମତି ମିଳିବ । ନଭେମ୍ବରରେ ରବିବାର ବ୍ୟତୀତ ଆଉ ୩ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦୀପାବଳି, ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣମୀ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ଭିତରକୁ ଯାଉଥିବା ସେବାୟତ ପାରମ୍ପରିକ ପୋଷାକ ପିନ୍ଧିବେ । ଭିତରକାଠ ଓ ଗର୍ଭଗହକୁ ଯାଉଥିବା ସେବାୟତ ପାରମ୍ପରିକ ପୋଷାକ ପିନ୍ଧିବେ । ଶ୍ରୀମନ୍ଦିର କର୍ମଚାରୀ କେହି ମଧ୍ୟ ଗଲେ ପାରମ୍ପରିକ ପୋଷାକ ପିନ୍ଧିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking