28.1 C
Bhubaneswar
Saturday, April 27, 2024
Homeଓଡିଶାପୁରୀରେ ହାଜତ ମୃତ୍ୟୁ ଅଭିଯୋଗ

ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ

ପୁରୀ : ପୁରୀ ବାସେଲିସାହି ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଲୋକନାଥ ରୋଡର ଅଭିଯୁକ୍ତ କେ ରମେଶଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ଥାନାକୁ ଆଣି ରମେଶଙ୍କୁ ପଚରାଉଚରା କରୁଥିଲା ପୋଲିସ । ପୋଲିସ ମାଡ ପରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମେଡିକାଲ ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ତାହା ହାଜତ ମୃତ୍ୟୁ କି ନାହିଁ ପୋଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ । ଆଜି ପ୍ରେସମିଟରରେ ଏନେଇ ସୂଚନା ଦେବେ ପୁରୀ ଏସପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking