43 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗଦେଶରେ୨୪ ଘଣ୍ଟାରେ ୪୫,୫୭୬ ଆକ୍ରାନ୍ତ ;୫୮୫ ମୃତ

ଦେଶରେ୨୪ ଘଣ୍ଟାରେ ୪୫,୫୭୬ ଆକ୍ରାନ୍ତ ;୫୮୫ ମୃତ

ନୂଆଦିଲ୍ଲୀ : କୋରନାର କାୟା କିଛିଦିନ ହେବ କମୁଥିବା ବେଳେ ।ଗତ ୨୪ ଘଣ୍ଟାରେ ପୁଣି ବଢିଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ନୂଆ କୋରନା ଆକ୍ରାନ୍ତ ସଂଖ୍ୟା ୪୫,୫୭୬ ହୋଇଥିଲା ବେଳେ ୫୮୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୫୮,୪୮୩ ହୋଇଥିଲା ବେଳେ ୧,୩୧,୫୭୮ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ୮,୩୮୩,୬୦୨ ଜଣ ସୁସ୍ଥହୋଇ ଘରକୁ ଫେରିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ୪୪୩,୩୦୩ ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking