38.1 C
Bhubaneswar
Friday, April 26, 2024
Homeଓଡିଶାକନ୍ଧମାଳରେ ସୁରକ୍ଷା କଡାକଡି

କନ୍ଧମାଳରେ ସୁରକ୍ଷା କଡାକଡି

ଫୁଲବାଣୀ: ଆଜି ହେଉଛି ବଡଦିନ । ଏହାକୁ ନେଇ ସବୁଆଡେ ଚଳଚଞ୍ଚଳ । ତେବେ ଆଜି ବଡଦିନ ପାଇଁ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡ ହୋଇଛିି । ଜିଲ୍ଲା ପୋଲିସ ସହ ଅଧିକ ୨୧ପ୍ଲାଟୁନ ଫୋର୍ସ, ସିଆରପିଏଫ ମୁତୟନ କରାଯାଇଛି । ନକ୍ସଲ ପ୍ରବଣ ସ୍ଥାନ ମାନଙ୍କରେ ବ୍ୟାପକ ସିଆରପିଏଫ ମୁତୟନ କରାଯାଇଛି । ୬ଟି ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି । ବାରଖମାରେ କୁଇ ସମନ୍ୱୟ ମସିତି ପକ୍ଷରୁ ସହିଦ ଦିବସ ପାଳିତ ହୋଇଛି । ବାରଖମାରେ ୩ପ୍ଲାଟୁନ ପୋଲିସ ଫୋର୍ସ ସମେତ ଜଣେ ଡିଏସପି ମୁତୟନ କରାଯାଇଛି ।
https://onakhabar.com/2019/12/25/death-10/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking