29.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗ୨ରୁ ଖୋଲିବ ପ୍ଲାନେଟୋରିୟମ

୨ରୁ ଖୋଲିବ ପ୍ଲାନେଟୋରିୟମ

ଭୁବନେଶ୍ୱର,(ଓଏନଏ): ଫେବୃୟାରୀ ୨ରୁ ଖୋଲିବାକୁ ଯାଉଛି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ । ସେହିଭଳି ବୁର୍ଲା ପ୍ଲାନେଟୋରିୟମ ଓ ଖଣ୍ଡପଡା ପଠାଣି ସାମନ୍ତ ସଂଗ୍ରହାଳୟ ବି ଖୋଲିବ । କୋଭିଡ କଟକଣା ମଧ୍ୟରେ ପ୍ରତି ସୋମବାର ବ୍ୟତୀତ ଖୋଲିବ । ପ୍ରତ୍ୟେକ ସୋ’ରେ ସର୍ବାଧିକ ୫୦ ଜଣ ଦର୍ଶକଙ୍କୁ ସୋ ଦେଖିବାର ଅନୁମତି ମିଳିବ । ଏନେଇ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ ନିର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି । ପୂର୍ବରୁ ମହାମାରୀ କରୋନା ପାଇଁ ଏହାକୁ ବନ୍ଦ ରଖାଯାଇଥିଲା । ମାତ୍ର ଏବେ ଏହା ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି । ତେବେ ଆସିବାକୁ ଥିବା ପର୍ଯ୍ୟଟକ କୋଭିଡ ନିୟମ ପାଳନ କରି ବୁଲିପାରିବେ ।  ମାସ୍କ ପିନ୍ଧିବା, ହାତ ସାନିଟାଈଜ କରିବା ବାଧ୍ୟତାମୂଳକ  ହୋଇଥିବାବେଳେ ସାମାଜିକ ଦୂରତା ମଧ୍ୟ ବଜାୟ ରଖିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking