26.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗଟୀକାକରଣରେ ଲେକେ ସନ୍ତୁଷ୍ଟ

ଟୀକାକରଣରେ ଲେକେ ସନ୍ତୁଷ୍ଟ

ଭୁବନେଶ୍ୱର : ଏବେ ସାରା ଦେଶରେ କୋରନା ମହାମାରୀ ପାଇଁ ଟୀକାକରଣ ଆରମ୍ଭ ହୋଇଛି । ତେବେ କୋରାନା ଟୀକା ନେଇଥିବା ଲୋକ ମାନେ ଟୀକାକରଣରେ ସନ୍ତୁଷ୍ଟ ଥିବା ଜଣାପଡିଛି । ଜାନୂଆରୀ ୧୬ରୁ ଦେଶରେ ହୋଇଥିବା ଟୀକାକରଣ ଅଭିଯାନରେ ଟୀକା ନେଇଥିବା ସ୍ୱାସ୍ଥ୍ୟକର୍ମୀ ଓ କୋରନା ଯୋଦ୍ଧାଙ୍କ ମଧ୍ୟରୁ ୭. ୭୫ ଲକ୍ଷ ଲୋକଙ୍କୁ ନେଇ ସର୍ବେକ୍ଷଣ କରାଯାଇଥିଲା । ଏଥିରୁ ଜଣାପଡିଛି ଯେ ସେମାନେ ଟୀକାନେଇ ସନ୍ତୁଷ୍ଟ ଅଛନ୍ତି । ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମୋବାଇଲ ଆପ୍ଲିକେସନ କୋଭ ୱିନ ଜରିଆରେ ଟୀକା ନେଇଥିବା ଲୋକଙ୍କ ମଧ୍ୟରୁୁ ଟୀକାକରଣ ସମ୍ପର୍କରେ ମତାମତ ନିଆଯାଇଥିଲା । ଟୀକାକରଣକୁ ନେଇ ସେମାନେ ସନ୍ତୁଷ୍ଟ ବୋଲି ତାଙ୍କ ମତାମତରୁ ଜଣାପଡିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେସ ଭୁଷଣ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking