29.1 C
Bhubaneswar
Tuesday, May 7, 2024
Homeଓଡିଶାସ୍ଥାନାନ୍ତରଣ ହେଲେଣି ୨ଲକ୍ଷ

ସ୍ଥାନାନ୍ତରଣ ହେଲେଣି ୨ଲକ୍ଷ

ଭୁବନେଶ୍ୱର: ବାତ୍ୟା ୟାସ ପାଇଁ ୧୦ ଜିଲ୍ଲାରେ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ।  ଅପରାହ୍ନ ୪ଟା ସୁଦ୍ଧା ୨ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ବାଲେଶ୍ୱରରୁ ୭୪ ହଜାର ୧୩୨ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି ।  ସେହିଭଳି ଭଦ୍ରକରୁ ୭୩୧୦୩, କଟକରୁ ୧୯୧୫, ଜଗତସିଂହପୁରରୁ ୯୧୨୨, ଯାଜପୁରରୁ ୩୦୫୯, କେନ୍ଦ୍ରାପଡାରୁ ୪୧ ୬୮୫, କେନ୍ଦୁଝରରୁ ୩୦୩, ଢେଙ୍କାନାଳରୁ ୪୨୦, ମୟୁରଭଂଜରୁ ୩୩୮୨, ପୁରୀରୁ ୩୫୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking