30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଥାନା ବାଲିଚତୁରୀ ଗାଁରେ ରବିବାର ସକାଳେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁୂ ହୋଇଛି। କାମାକ୍ଷାନଗର ମେଡ଼ିକାଲରେ ପୁଲିସ ତଦନ୍ତ କରୁଛି। ମୃତକ ବାଲିଚତୁରୀ ଗାଁର ଯୁବକ ସୁଶୀଲ ମଲ୍ଲିକ (୩୪ବର୍ଷ)। ପରିବାର ଲୋକେ ସୁଶୀଲଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡ଼ିକାଲକୁ ଆଣିଥିବା ବେଳେ ଏଠାରେ ତାଙ୍କର ମୃତ ହୋଇଯାଇଛି। ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ଏହା ଉପରେ କାମାକ୍ଷାନଗର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking