32.1 C
Bhubaneswar
Friday, April 26, 2024
Homeକରୋନାବିଦେଶରୁ ଫେରୁଥିବା ଯାତ୍ରୀ ହୋମ କ୍ୱାରେଣ୍ଟାଇନରେ ରହିବେ

ବିଦେଶରୁ ଫେରୁଥିବା ଯାତ୍ରୀ ହୋମ କ୍ୱାରେଣ୍ଟାଇନରେ ରହିବେ

ନୂଆଦିଲ୍ଲୀ : କରୋନା ସଂକ୍ରମଣ କମିଆସୁଥିବା ବେଳେ ଭାରତ ସରକାର ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ କୋୱିନ ଆପରେ ବଡଧରଣର ପରିବର୍ତ୍ତନ କରିଛନ୍ତି । ଶନିବାରଠାରୁ ବିଦେଶରୁ ଫେରୁଥିବା ଯାତ୍ରୀମାନେ ହୋକ କ୍ୱାରେଣ୍ଟାନରେ ରହିବେ । ସଂକ୍ରମିତ ଚିହ୍ନଟ ହେଲେ ଆଇଟିପିସିଆର ଟେଷ୍ଟ କରାଯିବ । ସର୍ମ୍ପକରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ପ୍ରଟୋକଲ ଅନୁଯାୟୀ ପ୍ରତିବନ୍ଧନ କରାଯିବ ।

ବିଦେଶ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ଯାତ୍ରୀ ୭ଦିନ ପର୍ଯ୍ୟନ୍ତ ନିଜ ହୋମ କ୍ୱାରାଣ୍ଟାଇନରେ ରହିବେ । ରିର୍ପୋଟ ନେଗେଟିଭ ଆସିଲେ ମଧ୍ୟ ହୋମ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଲକ । ଫେରିବାର ଅଷ୍ଟମ ଦିନରେ ସେମାନଙ୍କୁ ଆଟିପିସିଆର ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking