31.1 C
Bhubaneswar
Tuesday, April 30, 2024
Homeଓଡିଶାଦଳ ମୋତେ ହିଂଜିଳି ପାଇଁ ପ୍ରାର୍ଥୀ କଲାନି, ମୁଁ ଏଥର ଲଢିବିନି : ପ୍ରଶାନ୍ତ

ଦଳ ମୋତେ ହିଂଜିଳି ପାଇଁ ପ୍ରାର୍ଥୀ କଲାନି, ମୁଁ ଏଥର ଲଢିବିନି : ପ୍ରଶାନ୍ତ

ଭୁବନେଶ୍ୱର : ନବୀନଙ୍କ ବିରୋଧରେ ଲଢିବାକୁ ଇଛା ଥିଲା କହିଲେ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ମନ୍ତବ୍ୟ । ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ହିଂଜିଳିରୁ ଲଢିବାକୁ ଚାହୁଁଥିଲି । ଦଳ ମୋତେ ହିଂଜିଳି ପାଇଁ ପ୍ରାର୍ଥୀ କଲାନି, ମୁଁ ଏଥର ଲଢିବିନି । ନିର୍ବାଚନ ଲଢିବିନି, ବିଜେଡି ହଟାଇବାକୁ ସହିଦ ହେବାକୁ ପ୍ରସ୍ତୁତ । ଗତକାଲି ଛଣଗିରି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ । ସାଂସଦ ଅପରାଜିତାଙ୍କୁ ବିରୋଧ ପାଇଁ କିଛି ଲୋକଙ୍କୁ ନିୟୋଜିତ କରାଯାଇଥିଲା ।କିଛି ଲୋକଙ୍କୁ ଟଙ୍କା ଦେଇ ଅପରାଜିତାଙ୍କୁ ହଇରାଣ କରିବାକୁ କୁହାଯାଇଥିଲା । ଜଣେ ଯୁବକ ମୋବାଇଲରେ ସୁଟିଂ କରୁଥିଲେ, ମୁଁ ଅଟକାଇଥିଲି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking