30.1 C
Bhubaneswar
Wednesday, May 1, 2024
Homeବଲିଉଡବିବାହ ପରେ ନୂଆ ଲୁକରେ ତାପସୀ

ବିବାହ ପରେ ନୂଆ ଲୁକରେ ତାପସୀ

ନୂଆଦିଲ୍ଲୀ :  ସାମ୍ନାକୁ ଆସିଲା ତାପସୀ ପନ୍ନୁଙ୍କ ଏକ ଲାଟେସ୍ଟ ଭିଡିଓ , ଯେଉଁଥିରେ ସେ ଏକ ସୁନ୍ଦର ଲାଲ୍ ରଙ୍ଗର ଶାଢିରେ ନଜର ଆସିଛନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କୁ ତାଙ୍କର ବିବାହର ଝଲକ୍ ଦେଖେଈବା ପାଇଁ କୌଣସି ଉଦ୍ଦେଶ୍ୟ ରଖିନଥିଲେ । କିନ୍ତୁ ଏହା ମଧ୍ୟରେ ଫିଲ୍ମ ପ୍ରଡ୍ୟୁସର ଆନନ୍ଦ ପଣ୍ଡିତ୍ ଙ୍କ ଝିଅଙ୍କର ବିବାହ ରିସେପ୍ସନରେ ତାପସିଙ୍କୁ ବିବାହ ପରେ ପ୍ରଥମ ଥର ନୂଆ ଲୁକ୍‌ରେ ଦେଖିବାକୁ ମିଳିଥିଲା । ଏକ ଫଟୋଗ୍ରାଫର୍‌ ଙ୍କ ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ ସେ ଏକ ଲାଲ୍ ଶାଢୀ ସହ ହାତରେ ନାଲି ଚୁଡି ଏବଂ ଚୁଟିରେ ଗଜରା ଲଗେଇ ଥିବାର ନଜର ଆସିଛନ୍ତି । ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଶୁଭକାମନା ଜଣାଇବା ସହ ସୁନ୍ଦର ଦିଶୁଛନ୍ତି କହି ପ୍ରଶଂସା ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking