26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ

ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ

ମୁମ୍ବାଇ :ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ ହୋଇଛି । ମୁମ୍ବାଇରେ ୮୪ ବର୍ଷ ବୟସରେ ହୃଦଘାତ ରେ ପରଲୋକ ହୋଇଛି । କିଡନୀ ଜନିତ ସମସ୍ୟା ଯୋଗୁଁ ୬ ମାସ ହେବ ଅସୁସ୍ଥ ଥିଲେ । ତାଙ୍କର ନିୟମିତ ଡାଏଲିସିସ୍ ଚାଲିଥିବା ନେଇ ସୂଚନା ରହିଛି । ପଣ୍ଡିତ ଶିବ କୁମାର ଶର୍ମା ଙ୍କ ପରଲୋକ ରେ ପ୍ରଧାନମନ୍ତ୍ରୀ ଙ୍କ ଶୋକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking