38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଓସ୍କାର : ‘ପାରାସାଇଟ’ ଶ୍ରେଷ୍ଠ ଫିଲ୍ମ ଆଓ୍ଵାର୍ଡ

ଓସ୍କାର : ‘ପାରାସାଇଟ’ ଶ୍ରେଷ୍ଠ ଫିଲ୍ମ ଆଓ୍ଵାର୍ଡ

ମୁମ୍ବାଇ: ହଲିଉଡର ସବୁଠାରୁ ବଡ ସୋ’ ଭାବେ ବିବେଚିତ ହୁଏ ଏକାଡେମି ଆଓ୍ଵାର୍ଡ ସୋ’ । ଓସ୍କାର ୨୦୨୦ ଦକ୍ଷିଣ କୋରିଆ ଚଳଚ୍ଚିତ୍ର ‘ପାରାସାଇଟ’ ଶ୍ରେଷ୍ଠ ଫିଲ୍ମର ଆୱାର୍ଡ ପାଇବ ନେଇ ଘୋଷଣା କରାଯାଇଛି । ପ୍ରଥମ ଥର ପାଇଁ ବିଦେଶୀ ଭାଷାର ଏକ ଫିଲ୍ମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର । ଲସ୍ ଏଞ୍ଜେଲସର ଡଲବି ଥିଏଟରରେ ଆୟୋଜିତ ହୋଇଛି ଏହି ସୋ’ । ଏଥର କୌଣସି ଭାରତୀୟ ସିନେମା ଓସ୍କାର୍ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇନାହାନ୍ତି । ୯୨ ତମ ଓସ୍କାର ସମାରୋହରେ ବିଭିନ୍ନ ଶ୍ରେଣୀରେ ପୁରସ୍କୃତ ହୋଇଛନ୍ତି ।
ଶ୍ରେଷ୍ଠ ସିନେମା : ପାରାସାଇଟ୍

ଶ୍ରେଷ୍ଠ ନିର୍ଦେଶକ : ବଙ୍ଗ୍ ଜୁନ୍-ହୋ (ପାରାସାଇଟ୍ )

ଶ୍ରେଷ୍ଠ ଅଭିନେତା : ଜୋଆ କ୍ବିନ୍ ଫୋଏନିକ୍ସ୍(ଜୋକର୍)

ଶ୍ରେଷ୍ଠ ଅଭିନେତ୍ରୀ : ରିନିଜେଲ୍ ୱେଗର୍ (ଜୁଡି)
ଶ୍ରେଷ୍ଠ ସହ ଅଭିନେତା : ବ୍ରାଡ ପିଟ୍ (ୱାନସ ଅପନ ଏ ଟାଇମ୍ ଇନ ହଲିଉଡ୍)
ଶ୍ରେଷ୍ଠ ସହ ଅଭିନେତ୍ରୀ : ଲୌରା ଡର୍ଣ୍ଣ୍ ( ମ୍ୟାରେଜ୍ ଷ୍ଟୋରି)
ଶ୍ରେଷ୍ଠ ଆଧାରିତ ଚିତ୍ରନାଟ୍ୟ : (ଜୋଜୋ ରାବିଟ୍)
ଶ୍ରେଷ୍ଠ ମୌଳିକ ଚିତ୍ରନାଟ୍ୟ : (ପାରାସାଇଟ୍ )
ଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରି ସର୍ଟ : ଲର୍ଣ୍ଣିଂ ଟୁ ସ୍କେଟବୋର୍ଡ ଇନ୍ ଏ ୱାର୍ ଜୋନ୍ ଇଫ୍ ୟୁ ଆର୍ ଏ ଗାର
ଶ୍ରେଷ୍ଠ ବିଦେଶୀ ଭାଷାର ସିନେମା : ପାରାସାଇଟ୍ ( ଦକ୍ଷିଣ କୋରିଆ)
ଶ୍ରେଷ୍ଠ ଭିଜୁଆଲ୍ ଇଫେକ୍ଟ ଓ ସିନେମାଟୋଗ୍ରାଫି : ୧୯୧୭
ଶ୍ରେଷ୍ଠ ଫିଲ୍ମ ଏଡଟିଂ : ଫର୍ଡ ଭି ଫେରାରି
କଷ୍ଟ୍ୟୁମ୍ ଡିଜାଇନ୍  : ଲିଟିଲ୍ ଓମେନ୍
ଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରି : ଆମେରିକାନ୍ ଫାକ୍ଟ୍ରି
ଶ୍ରେଷ୍ଠ ଆନିମେଟେଡ୍ ଫିଚର୍ ଫିଲ୍ମ  : ଟୟଷ୍ଟୋରି -୪
ଶ୍ରେଷ୍ଠ ଆନିମେଟେଡ୍ ସର୍ଟ ଫିଲ୍ମ : ହେୟାର୍ ଲଭ୍
ଶ୍ରେଷ୍ଠ ପ୍ରଡକସନ୍ ଡିଜାଇନ୍ : ୱାନ୍ସ ଅପନ ଏ ଟାଇମ୍ ଇନ ହଲିଉଡ୍
ଶ୍ରେଷ୍ଠ ଲାଇଭ୍ ଆକସନ୍ ସର୍ଟ : ଦ ନେଇବରସ୍ ଉଇଣ୍ଡୋ
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking