28.1 C
Bhubaneswar
Saturday, April 27, 2024
Homeଓଡିଶାଯାଜପୁରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍‌

ଯାଜପୁରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍‌

ଯାଜପୁର : ଯାଜପୁର ଜିଲ୍ଲାରେ କଣ୍ଟେନ୍‌ମେଣ୍ଟ ଜୋନ୍ ବଢ଼ାଇଲା ଜିଲ୍ଲା ପ୍ରଶାସନ । କଣ୍ଟେନମେଣଟ ଜୋନ୍‌ରେ ବାସୁଦେବପୁର ପଂଚାୟତର ଆଉ ଗୋଟିଏ ଗାଁ ସାମିଲ୍ ହୋଇଛି । ବାସୁଦେବପୁରର ଗୋବିନ୍ଦପୁର ଗାଁ’କୁ କଣ୍ଟେନମେଣ୍ଟ ଜୋନ୍‌ରେ ସାମିଲ କରାଯାଇଛି। ସଂପୃକ୍ତ ଅଂଚଳକୁ ଗତକାଲି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ମେ’ ୧୮ ତାରିଖ ରାତି ୮ଟା ଯାଏଁ ସଟ୍‌ଡାଉନ୍ ବଳବତ୍ତର ରହିବ ବୋଲି ଜିଲ୍ଲାପ୍ରଶାସପ ପକ୍ଷରୁ ଘୋଷଣା କରାଯାଇଛି ।
https://onakhabar.com/2020/04/26/5-block-contentment-zone-from-jajpur/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking