28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଲୋକେ ମାନିଲେନି ଲକ ଡାଉନ କଟକଣା : ରାସ୍ତାରେ ପାଚେରୀ ନିର୍ମାଣ କଲା ପ୍ରଶାସନ

ଲୋକେ ମାନିଲେନି ଲକ ଡାଉନ କଟକଣା : ରାସ୍ତାରେ ପାଚେରୀ ନିର୍ମାଣ କଲା ପ୍ରଶାସନ

ଭୁବନେଶ୍ୱର : କରୋନା ପାଇଁ ସାରା ଦେଶରେ ଲକ ଡାଉନ । ଅତି ଜରୁରୀ ନହେଲେ ଘରୁ ଗୋଡ କାଢ଼ିବାକୁ ମନା । କିନ୍ତୁ କିଛି ଲୋକ ଜାଣିଶୁଣି ଲକଡାଉନର ଉଲଂଘନ କରୁଛନ୍ତି । ରାଜ୍ୟ ତଥା ଜିଲ୍ଲା ବର୍ଡର ସିଲ ହୋଇଥିଲେ ବି ଗଳା ବାଟ ଦେଇ ପ୍ରବେଶ କରୁଛନ୍ତି । ଯାହା କରୋନା ସଂକ୍ରମଣ ଆଶଙ୍କାକୁ ବଢ଼ାଇଦେଉଛି । ଏଭଳି ଅବସ୍ଥାରେ ତାମିଲନାଡୁ -ଆନ୍ଧ୍ରପ୍ରଦେଶ ବର୍ଡରରେ ଏକ ଅଭିନବ ପନ୍ଥା ଆପଣା ଯାଇଛି । ବର୍ଡର କେବଳ ସିଲ କରାଯାଇନାହିଁ ବରଂ ବର୍ଡରରେ ୩ ଫୁଟିଆ ପାଚେରୀ ନିର୍ମାଣ କରାଯାଇଛି । ଯେଉଁଥିରେ ଚାରିଚକିଆ,ଦୁଇଚକିଆ କଣ ସାଇକେଲ ନେବା ବି ମୁସ୍କିଲ । ଖୋଦ ଭେଲୋର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଏହି ନିର୍ମାଣ କାମ କରାଯାଇଛି ।
https://onakhabar.com/2020/04/28/56000-corona-died-in-usa/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking