32.1 C
Bhubaneswar
Friday, April 26, 2024
Homeଓଡିଶାକେନ୍ଦ୍ରାପଡ଼ାରେ ପ୍ରଥମ କରୋନା ପଜେଟିଭ୍, ସଂଖ୍ୟା ୪୦ ଛୁଇଁଛି

କେନ୍ଦ୍ରାପଡ଼ାରେ ପ୍ରଥମ କରୋନା ପଜେଟିଭ୍, ସଂଖ୍ୟା ୪୦ ଛୁଇଁଛି

ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ କରୋନା ପଜେଟିଭ୍ ଚିହ୍ନଟ । ସଂକ୍ରମିତ ବ୍ୟକ୍ତି ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲାର । ମାର୍ଚ୍ଚ ୨୪ରେ ବ୍ୟକ୍ତି ଜଣଙ୍କ ଦୁବାଇରୁ ଫେରିଥିବା ସୂଚନା ମିଳିଛି । ରବିବାର ଗୋଟିଏ ଦିନରେ ୧୮ଜଣ କୋରାନା ପଜେଟିଭ୍ ଚିହ୍ନଟ ହୋଇଥିଲେ ଭୁବନେଶ୍ୱରରୁ । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜେଟିଭ୍ ସଂକ୍ରମିତଙ୍କ ସଂଖ୍ୟା ୪୦ ଛୁଇଁଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି ।
https://onakhabar.com/2020/04/05/another-16-corona-patient-established-at-bhubaneswar/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking