29.1 C
Bhubaneswar
Wednesday, April 24, 2024
Homeଓଡିଶାବ୍ରହ୍ମବରଦା ଅଞ୍ଚଳକୁ କଣ୍ଟେନମେଂଟ ଅଞ୍ଚଳ ଭାବେ ଘୋଷଣା

ବ୍ରହ୍ମବରଦା ଅଞ୍ଚଳକୁ କଣ୍ଟେନମେଂଟ ଅଞ୍ଚଳ ଭାବେ ଘୋଷଣା

ଯାଜପୁର; ଯାଜପୁର ଜିଲ୍ଲାର ପ୍ରଥମ କୋରୋନା ସଂକ୍ରମିତ ବ୍ରହ୍ମବରଦା ଅଞ୍ଚଳକୁ କଣ୍ଟେନମେଂଟ ଅଞ୍ଚଳ ଭାବେ ଘୋଷଣା କଲେ ଜିଲାପାଳ ରଞ୍ଜନ କୁମାର ଦାସ ।ବ୍ରହ୍ମବରଦା ର ୩ କିମି ପରିଧି ଭିତର ଅଞ୍ଚଳ କୁ କଣ୍ଟେନମେଂଟ ଅଞ୍ଚଳ ଭାବେ ଘୋଷଣା ହେଲା । ଏହି ଅଞ୍ଚଳରେ ୧୨ଟି ଗ୍ରାମ ରହିବ । ସଂକ୍ରମଣ କୁ ରୋକିବା ପାଇଁ ଜିଲା ପ୍ରଶାସନ ର ବଡ଼ ପଦକ୍ଷେପ ।ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ ଜିଲା ପ୍ରଶାସନ। ସମସ୍ତ କାର୍ଯ୍ୟ କୁ ତଦାରଖ କରିବେ ୨ଜଣ ଓ ଏ ଏସ ଏବଂ ଜଣେ ମେଡିକାଲ ଅଧିକାରୀ । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରହିବ ସମସ୍ତ କଟକଣା।
https://onakhabar.com/2020/04/06/migrant-labour-muniguda/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking