38.1 C
Bhubaneswar
Friday, April 26, 2024
Homeଓଡିଶାବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ

ଭୁବନେଶ୍ୱର: ବିଜେପି ଯୁବମୋର୍ଚ୍ଚାରେ ବିଶାଳ ରାଲି ।ଏହି ରାଲିରେ ରାଜ୍ୟର ସବୁ ଜିଲ୍ଲାର ଯୁବମୋର୍ଚ୍ଚା ସଦସ୍ୟଙ୍କ ଯୋଗଦାନ । ମନ୍ତ୍ରୀଙ୍କ ହତ୍ୟା ପଛରେ ରାଜନୈତିକ ଷଡଯନ୍ତ୍ର ଅଭିଯୋଗ । ବିଧାନସଭାରେ ରାଜ୍ୟ ସରକାରଙ୍କ ଉତ୍ତରକୁ ନେଇ ଆପତ୍ତି । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲା ରାଜ୍ୟ ବିଜେପି । ବିପର୍ଯ୍ୟସ୍ତ ଆଇନଶୃଙ୍ଗଳା ଓ ନବ ଦାସ ହତ୍ୟାର ପ୍ରତିବାଦ । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking