27.8 C
Bhubaneswar
Friday, April 19, 2024
Homeଓଡିଶାସାପ କାମୁଡ଼ାରେ ଶିଶୁ ମୃତ

ସାପ କାମୁଡ଼ାରେ ଶିଶୁ ମୃତ

ଭୁବନେଶ୍ୱର: ସାପ କାମୁଡ଼ାରେ ଜଣେ ଶିଶୁର ମୃତ୍ୟୁ ହୋଇଛି । ଶିଶୁଟି ଘର ବାହାରେ ନିଜ ସାଙ୍ଗମାନଙ୍କ ସହ ଖେଳୁଥିଲା ସେତେବେଳେ ଗୋଟେ ବିଷଧର ସାପ ଆସି ଛୁଆଟିକୁ କାମୁଡିଥିବାର ଅଭିଯୋଗ ହୋଇଛି । ଜଣେ ୮ ବର୍ଷୀୟ ଶିଶୁ ନିଜ ସାଙ୍ଗ ମାନଙ୍କ ସହିତ ଘର ବାହାରେ ଖେଳୁଥିଲା। ହଠାତ୍ ଏକ ନାଗ ସାପ ଆସି ଶିଶୁଟିକୁ କାମୁଡ଼ି ପକାଇଥିଲା । ପରିବାର ଲୋକ ଘଟଣା ସମ୍ବନ୍ଧରେ ଜାଣିବା ପରେ ଗୁରୁତର ଶିଶୁକୁ ଉଦ୍ଧାର କରି ତୁରନ୍ତ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ। କିନ୍ତୁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା ।

ହୁ ହୁ ହୋଇ ଜଳିଗଲା ଚଳନ୍ତା ବାଇକ

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking