29.1 C
Bhubaneswar
Monday, May 6, 2024
Homeଓଡିଶାଓଡିଶାର ୪ ପୋଲିସଙ୍କୁ ତଦନ୍ତ ପାଇଁ ପଦକ

ଓଡିଶାର ୪ ପୋଲିସଙ୍କୁ ତଦନ୍ତ ପାଇଁ ପଦକ

ଭୁବନେଶ୍ୱର : ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଦକ । ଦେଶରେ ମୋଟ ୧୫୧ ପୋଲିସ ଅଫିସରଙ୍କୁ ପଦକ , ଓଡିଶାରୁ ୪ । ଜଣେ ଡିଏସପି ଏବଂ ୩ ଜଣ ଇନ୍ସପେକ୍ଟରଙ୍କୁ ମିଳିବ ପଦକ । ଡିଏସପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଜେନା , ଇନ୍ସପେକ୍ଟର ଅନୁସୂୟା ନାୟକ ଓ ରମେଶ ପ୍ରଧାନ ପାଇବେ ପଦକ । ସିବିଆଇ ରୁ ସର୍ବାଧିକ ୧୫ ଅଧିକାରୀଙ୍କୁ ମିଳିବ ଉତ୍କର୍ଷ ପଦକ । ମହାରାଷ୍ଟ୍ରରୁ ୧୧ , ୟୁପି ଓ ଏମପିରୁ ୧ଦ ଲେଖାଏଁ ଅଫିସରଙ୍କୁ ମିଳିବ ପଦକ ।

ପ୍ରେମ ବିବାହ ପରେ ଯୌତୁକ ନିର୍ଯାତନା: ନିଖୋଜ ନୁହେଁ, ଝିଅକୁ ହତ୍ୟା କରାଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking