30.1 C
Bhubaneswar
Thursday, April 25, 2024
Homeଓଡିଶାହୀରାକୁଦର ୨୦ ଗେଟ ଖୋଲା

ହୀରାକୁଦର ୨୦ ଗେଟ ଖୋଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ ଖୋଲିଲା । ଏବେ ୨୦ ଟି ଗେଟ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି । ସକାଳେ ଖୋଲିଥିଲା ୪ ଟି ଗେଟ ।  ବାମପଟୁ ୧୩  ଓ ଡାହାଣ ପାର୍ଶ୍ୱରୁ ୭ ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି । ବର୍ତ୍ତମାନ ୬୧୫. ୬୦ ଫୁଟରେ ଜଳସ୍ତର ପହଞ୍ଚିଥିବାବେଳେ ୬୩୦ ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ରହିଛି ।  ତେଣୁ ଆଜି ଯେ କୌଣସି ସମୟରେ ଅଧିକ ଗେଟ ଖୋଲାଯିବା ନେଇ ସୂଚନା ମିଳିଛି ।

ହୀରାକୁଦ : ଖୋଲିଲା ଆଉ ୪ଟି ଗେଟ୍

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking