ପ୍ରେମ ବିବାହ ପରେ ଯୌତୁକ ନିର୍ଯାତନା: ନିଖୋଜ ନୁହେଁ, ଝିଅକୁ ହତ୍ୟା କରାଯାଇଛି

ବ୍ରହ୍ମପୁର: ବ୍ରହ୍ମପୁର ଗୋଷାଣିନୂଆଗାଁ ତ୍ରିନାଥ ମନ୍ଦିର ସାହିର ଜଣେ ଝିଅକୁ ଯୌତୁକ ଜନିତ ନିର୍ଯାତନା ଦେବା ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଝିଅ ଘର ପରିବାର ଲୋକେ । ଏନେଇ ରମ୍ଭା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗତ ଜୁନ୍ ୪ ତାରିଖରେ ରମ୍ଭା ଥାନା ଅଞ୍ଚଳ ବିରୁଳିଗଡ଼ ଗ୍ରାମର ଜିତୁ ପଲେଇ ଗୋଷାଣିନୂଆଗାଁର ପୂଜା ତରେଇଙ୍କୁ ପ୍ରେମ କରି ବିବାହ କରିଥିଲେ । ବିବାହ ପର ଠାରୁ ଝିଅକୁ ୫ ଲକ୍ଷ ଟଙ୍କା … Continue reading ପ୍ରେମ ବିବାହ ପରେ ଯୌତୁକ ନିର୍ଯାତନା: ନିଖୋଜ ନୁହେଁ, ଝିଅକୁ ହତ୍ୟା କରାଯାଇଛି