29.1 C
Bhubaneswar
Friday, May 17, 2024
Homeଦେଶ ବିଦେଶବିଦ୍ରୋହୀଙ୍କୁ ଉଚିତ ଜବାବ ଦେଲା ଭାରତୀୟ ନୌସେନା

ବିଦ୍ରୋହୀଙ୍କୁ ଉଚିତ ଜବାବ ଦେଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ରୁଷରୁ ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରେ ହେଲା ମିସାଇଲ ଆକ୍ରମଣ, ମିସାଇଲ ଆକ୍ରମଣ ପରେ ଭାରତୀୟ ନୌସେନା ଇଣ୍ଡିଆନ କ୍ରୁ -ମେମ୍ବରଙ୍କ ସମେତ ଅନ୍ୟ ମାନଙ୍କର ଜୀବନ ରକ୍ଷା କରିବାରେ ସଫଳ ହେଲେ l ଭାରତୀୟ ନୌସେନା ର ୱାରସିପ ଆଇଏନଏସ କୋଚି ପକ୍ଷରୁ ପାନାମା – ଧ୍ୱଜ ଥିବା ତେଲ ଟ୍ୟାଙ୍କର ଏମବି ଏଣ୍ଡ୍ରମେଡ଼ା ସଷ୍ଟାରରୁ ହେଲ୍ପ ପାଇଁ କଲର ଜବାବ ଦେଇ ଅପ୍ରେଲ ୨୬ ତାରିଖ ଦିନ ଲୋହିତ ସାଗରରେ ଆକ୍ରମଣ କରାଯାଇ ଥିଲା l ଭାରତୀୟ ନୌସେନା ପକ୍ଷରୁ ଜାରି କରାଯାଇଥିବା ଅଫିସିଆଲ ବୟାନ ଅନୁସାରେ ଭାରତୀୟ ନୌସେନା କଞ୍ଚା ତେଲ ନେଇ ଆସୁଥିବା ତେଲ ଟ୍ୟାଙ୍କର ବିଷୟରେ ଅନୁସନ୍ଧାନ କରିବା ପାଇଁ ହେଲିକପ୍ଟର ଜରିଆରେ ବାୟୁମଣ୍ଡଳରେ ରେଶକୀୟୁ ମିଶନ ଆରମ୍ଭ କରିଥିଲେ l ଏହାପରେ ସିପ ୱାର୍ନ ଈଓଡି ଟିମକୁ ମୁତୟନ କରାଯାଇ ଥିଲା l ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ ଏମବି ଏଣ୍ଡ୍ରମେଦା ଷ୍ଟାର ସିପ ଉପରେ ୨୨ ଜଣ ଭାରତୀୟ ନାଗରିକଙ୍କ ସମେତ ୩୦କ୍ରୁ -ମେମ୍ବର ଉପସ୍ଥିତ ଥିଲେ , ସମସ୍ତେ ସୁରକ୍ଷିତ ଅଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking