39.1 C
Bhubaneswar
Friday, April 26, 2024
Homeକରୋନାସଂକ୍ରମଣରେ ଟପ୍ ୫ରେ ଓଡିଶା

ସଂକ୍ରମଣରେ ଟପ୍ ୫ରେ ଓଡିଶା

ନୂଆଦିଲ୍ଲୀ: ଦେଶର ୫ଟି ସର୍ବାଧ୍ଖଳ ସଂକ୍ରମିତ ରାଜ୍ୟମାନଙ୍କ ଭିତରେ ଓଡିଶା ରହିଛି । କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି, ଜୁନ ଏବଂ ଜୁଲାଇରେ ଦେଶର ମୋଟ ସଂକ୍ରମଣରେ ଓଡିଶାର ସ୍ଥାନ ପଂଚମ । ଜୁଲାଇରେ ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୩୦.୩ ପ୍ରତିଶତ ।  ମହାରାଷ୍ଟ୍ର ଦ୍ୱିତୀୟ ୨୦.୮ ପ୍ରତିଶତ, ୮.୫ ପ୍ରତିଶତ ସହ ତାମିଲନାଡୁ ତୃତୀୟରେ ରହିଛି । ସେହିଭଳି ଆନ୍ଧ୍ର ୭.୩ ପ୍ରତିଶଥ ସହ ୪ର୍ଥ ରହିଥିବା ବେଳେ ୬.୫ ପ୍ରତିଶତ ସଂକ୍ରମିତଙ୍କ ସହିତ ଓଡିଶା ୫ମରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking