32.1 C
Bhubaneswar
Friday, April 26, 2024
Homeଅପରାଧନିର୍ଭୟା ଦୋଷୀ ପବନ ଗୁପ୍ତାର ଆବେଦନ ଖାରଜ କଲେ ସୁପ୍ରିମୋକର୍ଟ

ନିର୍ଭୟା ଦୋଷୀ ପବନ ଗୁପ୍ତାର ଆବେଦନ ଖାରଜ କଲେ ସୁପ୍ରିମୋକର୍ଟ

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଅଭିଯୁକ୍ତଙ୍କୁ ଫାଶୀ ଫେବୃଆରୀ ୧ରେ ନିଶ୍ଚିତ ହୋଇଯାଇଛି । ଅଭିଯୁକ୍ତ ପବନ ଗୁପ୍ତାଙ୍କ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ଦର୍ଶାଇଛନ୍ତି ଯେ, ଅଭିଯୁକ୍ତ ପବନ ଗୁପ୍ତାଙ୍କର ଆବେଦନରେ କିଛି ନୂଆ ତଥ୍ୟ ନାହିଁ । ଘଟଣା ସମୟରେ ନାବାଳକ ଥିବା ଆବେଦନ କରିଥିଲା ପବନ । ତାକୁ ନାବାଳକ ଭାବେ ବିଚାର ପାଇଁ ଆବେଦନ କରିଥିଲା । ପିଟିଶନ ଖାରଜ ବେଳେ ଦୋଷୀଙ୍କୁ ଫାଶୀ ସମ୍ଭାବନା ବଢ଼ିଲା । ଦୋଷୀଙ୍କୁ ଫାଶୀ ପାଇଁ ଫେବୃଆରୀ ୧ ଧାର୍ଯ୍ୟ ହୋଇଛି ।
https://onakhabar.com/2020/01/16/29-labours/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking