29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଭାରତ-ଇଂଲଣ୍ଡ ଶେଷ ଦିନିକଆ; ୩୨୯ ରେ ଅଟକିଲା ଟିମ ଇଣ୍ଡିଆ

ଭାରତ-ଇଂଲଣ୍ଡ ଶେଷ ଦିନିକଆ; ୩୨୯ ରେ ଅଟକିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ଆଜି ତୃତୀୟ ଓ ଶେଷ ମ୍ୟାଚ ଅନୁଷ୍ଠିତ ହୋଇଛି । ତିନି ମ୍ୟାଚ ସିରିଜ ୧-୧ରେ ବରାବର ରହିଛି । ଆଜି ଯେଉଁ ଟିମ ଜିତିବ ସେ ସିରିଜ କବଜା କରିବ । ପୁଣେରେ ଖେଳାଯାଉଥିବା ସିରିଜର ଶେଷ ମ୍ୟାଚରେ ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଦେଇଥିଲା । ଭାରତୀୟ ଟିମ ୪୮.୨ ଓଭରରେ ୩୨୯ ରନ ବନାଇଛନ୍ତି । ଇଂଲଣ୍ଡ ସାମ୍ନାରେ ୩୩୦ ରନର ଲକ୍ଷ୍ୟ ରହିଛି । ଭାରତ ପକ୍ଷରୁ ଋଷଭ ପନ୍ଥ ସବୁଠୁ ଅଧିକ ୭୮ ରନ ବନାଇଥିଲେ । ସେହିଭଳି ିଂଲଣ୍ଡ ପକ୍ଷରୁ ମାର୍କ ବୁଡ୍ ସବୁଠୁ ଅଧିକ ୩ ୱିକେଟ ନେଇଛନ୍ତି । ୪୫ ଓଭର ପରେ ଭାରତର ସ୍କୋର ୩୧୮-୬ ରହିଥିଲା । ପରେ ଶାର୍ଦ୍ଦୁଳ ଠାକୁର ୩୦ ରନ କରି ଆଉଟ ହେବା ସହ କୃଣାଳ ପାଣ୍ଡ୍ୟା ୨୫ ରନରେ ଆଉଟ ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking