27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଓଡିଆ ବୀରଙ୍କୁ ଜାତୀୟ ସ୍ୱୀକୃତି

ଓଡିଆ ବୀରଙ୍କୁ ଜାତୀୟ ସ୍ୱୀକୃତି

ଭୁବନେଶ୍ୱର: ଓଡିଶାର ୬ ସ୍ୱାଧୀନତା ସଂଗ୍ରାମୀଙ୍କ ନାଁ ରେ ସ୍ୱତନ୍ତ୍ରଡାକ ଲଫାପା ଉନ୍ମୋଚିତ ହୋଇଛି । ବାଜି ରାଉତ, ଜୟୀ ରାଜଗୁରୁ, ଚକରା ବିଷୋୟୀଙ୍କ ନାଁ ରେ ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ ହୋଇଛି । ବକ୍ସି ଜଗବନ୍ଧୁ, ଚାଖି ଖୁଣ୍ଟିଆ ଓ ପାର୍ବତୀ ଗିରିଙ୍କ ନାମରେ ବି ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ ହୋଇଛି । ଦିଲ୍ଲୀସ୍ଥିତ ମୁଖ୍ୟ ଡାକଭବନରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking