30.1 C
Bhubaneswar
Friday, April 26, 2024
Homeଓଡିଶାପୁଣି କଂଗ୍ରେସ ଭବନରେ ଭଙ୍ଗାରୁଜା

ପୁଣି କଂଗ୍ରେସ ଭବନରେ ଭଙ୍ଗାରୁଜା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ପୁଣି ଭଙ୍ଗାରୁଜା ହୋଇଛି । ପିସିସି ସଭାପତିଙ୍କ ନେମ ପ୍ଲେଟ ଭାଙ୍ଗି ତଳେ ପକାଇ ଦିଆଯାଇଛି । ପିସିସି ସଭାପତିଙ୍କ ଚାମ୍ବର ସାମ୍ନାରେ ଚେୟାର ମଧ୍ୟ କିଛି ଭଙ୍ଗା ଯାଇଛି । ମହିଳା କଂଗ୍ରେସ ନେତ୍ରୀଙ୍କ ନେମ ପ୍ଲେଟ ବି ଭାଙ୍ଗି ଦେଲେ । କିଛି ସମୟ ତଳେ କିଛି ଯୁବକ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ତେବେ ସକାଳେ ଯୁବ କଂଗ୍ରେସ ସଭାପତିଙ୍କ ଚ୍ୟାମ୍ବରରେ ଭଙ୍ଗାରୁଜା ହୋଇଥିଲା ।
ଅନ୍ୟପଟେ ଏନେଇ ସୁର ରାଉତରାୟ ନିଜ ମନ୍ତବ୍ୟ ଦେଇ କହିଛନ୍ତି, ଏସବୁ କଂଗ୍ରେସ ଦଳର ରୋଗ । ଏସବୁ ଆମର ରୋଗ । କେହି କାହାକୁ ଟଲରେଟ କରିପାରୁନାହାନ୍ତି । ଯଦି କଡା କାର୍ଯ୍ୟାନୁଷ୍ଠାନ ହୁଅନ୍ତା, ଏମିତି ହୁଅନ୍ତା ନାହିଁ । ବାରମ୍ବାର ଏମିତି ହେଉଛି । କଣ କରୁଛନ୍ତି ସୋନିଆ, ରାହୁଲ ଗାନ୍ଧୀ । କିଛି ଆକ୍ସନ ହେଉନି । ବାରମ୍ବାର ଏମିତି ଘଟି ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking