24.1 C
Bhubaneswar
Thursday, May 9, 2024
Homeଓଡିଶାଚାଲିଗଲା ନନ୍ଦ ହାତୀ

ଚାଲିଗଲା ନନ୍ଦ ହାତୀ

ଚନ୍ଦକା : ଚାଲିଗଲା ନନ୍ଦ ହାତୀ । ଗତ କିଛି ଦିନ ଧରି ଅସୁସ୍ଥ ରହିଥିବାବାଳେ ଆଜି ଚନ୍ଦକା ଅଭୟାରଣ୍ୟରେ ନନ୍ଦ ହାତୀର ମୃତ୍ୟୁ ହୋଇଛି । ଚିକିତ୍ସା ପରେ ବି ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହୋଇନଥିଲା । ସୂଚନା ଅନୁସାରେ, ନନ୍ଦ ହାତୀ ପୂର୍ବରୁ ନନ୍ଦନକାନନରେ ଥିବାବେଳେ ସେ ପର୍ଯ୍ୟଟକଙ୍କ ପାଖରେ ବେଶ୍ ପରିଚିତ ଥିଲା ।

ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ଯା କଲା ସାନଭାଇ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking