ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ଯା କଲା ସାନଭାଇ

ଭବାନୀପାଟଣା /କେସିଙ୍ଗା : କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସଦର ଥାନା ଅଧିନସ୍ଥ କର୍ଲାପଡା ଫାଣ୍ଡି ଅନ୍ତର୍ଗତ ପଣ୍ଡି ଗାଁ ରେ ରବିବାର ସକାଳୁ ସକାଳୁ ଅଭାବନୀୟ ଘଟଣା ଘଟିଛି ସାମାନ୍ୟ ବଚସାରୁ ଏକ ହତ୍ୟାକାଣ୍ଡ ଘଟିଛି । ପ୍ରକାଶ ଯେ,  ବଡ ଭାଇକୁ ଟାଙ୍ଗିଆରେ ହାଣି ହତ୍ଯା କଲା ସାନ ଭାଇ । ପଣ୍ଡି ଗାଁ ର ବଡ ବାପାର ପୁଅ ଘାସିରାମ ଟାକରିଆ ଓ ମାରାଦେଭ ଟାକରିଆ ମଧ୍ଯରେ କୌଣସି କାରଣରୁ ପ୍ରଥମେ ବଚସା ହୋଇଥିଲା … Continue reading ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ଯା କଲା ସାନଭାଇ