40.1 C
Bhubaneswar
Thursday, April 25, 2024
Homeଅପରାଧବଡଭାଇକୁ ଟାଙ୍ଗିଆରେ ହାଣି ହତ୍ଯା କଲା ସାନଭାଇ

ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ଯା କଲା ସାନଭାଇ

ଭବାନୀପାଟଣା /କେସିଙ୍ଗା : କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସଦର ଥାନା ଅଧିନସ୍ଥ କର୍ଲାପଡା ଫାଣ୍ଡି ଅନ୍ତର୍ଗତ ପଣ୍ଡି ଗାଁ ରେ ରବିବାର ସକାଳୁ ସକାଳୁ ଅଭାବନୀୟ ଘଟଣା ଘଟିଛି ସାମାନ୍ୟ ବଚସାରୁ ଏକ ହତ୍ୟାକାଣ୍ଡ ଘଟିଛି । ପ୍ରକାଶ ଯେ,  ବଡ ଭାଇକୁ ଟାଙ୍ଗିଆରେ ହାଣି ହତ୍ଯା କଲା ସାନ ଭାଇ । ପଣ୍ଡି ଗାଁ ର ବଡ ବାପାର ପୁଅ ଘାସିରାମ ଟାକରିଆ ଓ ମାରାଦେଭ ଟାକରିଆ ମଧ୍ଯରେ କୌଣସି କାରଣରୁ ପ୍ରଥମେ ବଚସା ହୋଇଥିଲା ପରେ ଘଟଣାଟି ଉଗ୍ରରୂପ ନେଇଥିଲା । ବଚସା ମଧ୍ଯରେ ସାନ ଭାଇ ମାରାଦେଭ ଟାକରିଆ ଏକ ଟାଙ୍ଗିଆ ଆଣି ବଡ ଭାଇ କୁ ଆକ୍ରମଣ କରିଥିଲା ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ବଡଭାଇ ଘାସିରାମ ଟାକରିଆର ମୃତ୍ଯୁ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଥିବ ବେଳେ ଘଟଣାସ୍ଥଳରେ ସଦର  ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ଓ ହତ୍ଯାକାରୀ ସାନ ଭାଇକୁ ପୋଲିସ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି।

ତେବେ ହତ୍ଯାକାଣ୍ଡ ସମୟରେ ସାନ ଭାଇ ମାରାଦେଭ ଟାକରିଆ ର ସ୍ତ୍ରୀ ମଞ୍ଜୁଲତା ସକାଳୁ ପଣ୍ଡି ଗାଁ ର ବଡ ବାପା ର ପୁଅ ଘାସିରାମ ଟାକରିଆ ଓ ମାରାଦେଭ ଟାକରିଆ ମଧ୍ଯ ରେ କୌଣସି କାରଣରୁ ପ୍ରଥମେ ବଚସା ହୋଇଥିଲା ପରେ ଘଟଣାଟି ଉଗ୍ର ରୂପ ନେଇଥିଲା । ବଚସା ମଧ୍ଯରେ ସାନ ଭାଇ ମାରାଦେଭ ଟାକରିଆ ଏକ ଟାଙ୍ଗିଆ ଆଣି ବଡ ଭାଇକୁ ଆକ୍ରମଣ କରିଥିଲା ଆକ୍ରମଣ କରିବା ଫଳରେ ଘଟଣାସ୍ଥଳ ରେ ବଡଭାଇ ଘାସିରାମ ଟାକରିଆ ର ମୃତ୍ଯୁ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ଶବ ଜବତ କରିବା ସହ ହତ୍ୟାକାରୀ ସାନ ଭାଇକୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି  ତେବେ ହତ୍ଯାକାଣ୍ଡ ସମୟରେ ସାନ ଭାଇ ମାରାଦେଭ ଟାକରିଆର ସ୍ତ୍ରୀ ମଞ୍ଜୁଲତା ସ୍ୱାମୀଙ୍କୁ ଛାଡେଇବା ପାଇଁ ଚେଷ୍ଟା କରିବାରୁ ଟାଙ୍ଗିଆ ବାଜିବା ଯୋଗୁଁ ସ୍ତ୍ରୀ ମଞ୍ଜୁଲତା ଆହତ ହୋଇ ଭବାନିପାଟଣା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking