28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଚାଷୀଙ୍କ ଧାନ ବିକ୍ରି ଅର୍ଥ ନପାଇବାକୁ ନେଇ ନବ ନିର୍ମାଣ କୃଷକ ସଂଘଠନର ସାମ୍ୱାଦିକ ସମ୍ମିଳନୀ

ଚାଷୀଙ୍କ ଧାନ ବିକ୍ରି ଅର୍ଥ ନପାଇବାକୁ ନେଇ ନବ ନିର୍ମାଣ କୃଷକ ସଂଘଠନର ସାମ୍ୱାଦିକ ସମ୍ମିଳନୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଅନେକ ଚାଷୀ ଗତ ଫେବୃଆରୀ ମାସ ରୁ ସରକାର ଙ୍କୁ ଧାନ ବିକ୍ରି କରିଥିଲେ ସୁଦ୍ଧା ତାହାର ପ୍ରାପ୍ୟ ପାଇଁ ନାହାନ୍ତି। ଏହା ଦେଖିବାକୁ ମିଳିଛି କେନ୍ଦୁଝର ସାହରପଡା ବ୍ଲକ ରେ । 68 ରୁ ଉର୍ଦ୍ଧ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇଁ ବାରମ୍ବାର ଦୌଡ଼ିବା ପରେ ନିରାଶ ହେବ। ପରେ ଏହି ଘଟଣାକୁ ସଂଘଠନ ମାଧ୍ୟମରେ ଉପସ୍ଥାପନ କରିଥିଲେ ତଥାପି ପ୍ରଶାସନ ନିରାଵଦ୍ରଷ୍ଟା ସାଜିଥିବା ବେଳେ ଏହାକୁ ନେଇ ସଂଘଠନ ଆନ୍ଦୋଳନ କୁ ଓଲ୍ହାଇବାକୁ ନିଷ୍ପତି ନେଇଥିବା କଥା ଆଜିର ପ୍ରେସମିଟ ରେ ସଂଘଠନ ର କର୍ମକର୍ତା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking