43.9 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗବର୍ଷାଙ୍କୁ ଗ୍ରହଣ କରିବୁନି:ଅନୁଭବ

ବର୍ଷାଙ୍କୁ ଗ୍ରହଣ କରିବୁନି:ଅନୁଭବ

ଭୁବନେଶ୍ୱର: ଘରକୁ ମାନବାଧିକାର କର୍ମୀ ଯିବା ପ୍ରସଙ୍ଗରେ ସାଂସଦ ଅନୁଭବ ମହାନ୍ତି ଟ୍ୱିଟ କରିଛନ୍ତି । ମାନବାଧିକାର କର୍ମୀମାନେ ପ୍ରତାରଣା କରିଛନ୍ତି ବୋଲି ଅନୁଭବ କହିଛନ୍ତି । ‘ତଥାକଥିତ ମାନବାଧିକାର କର୍ମୀ ଏମିତି ପ୍ରତାରଣା କରିବେ ବୋଲି ଭାବିନଥିଲି । ମୋତେ ଓ ମୋ ବାପାମାଙ୍କୁ ଏମିତି ପ୍ରତାରଣା କରିବେ ଭାବିନଥିଲି । ଏପରିକି ମୋ ବାପାମା ଅସୁସ୍ଥ ଥିବା ବେଳେ ସେମାନେ ପ୍ରତାରଣା କଲେ । ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିଥିଲି ବୋଲି ମଧ୍ୟ ଅନୁଭବ କହିଛନ୍ତି । ମିଡିଆକୁ ମୁଁ କି ସେମାନେ କିଛି କହିବେନି ବୋଲି କହିଥିଲେ । କିନ୍ତୁ ସେମାନେ ତାହା ନମାନି କହିଲେ ଏବଂ ଯାହା କହିଲେ ସବୁ ମିଛ । ମୁଁ ଏବଂ ମୋ ମା ଖୋଲାଖୋଲି କହିଥିଲୁ କି, ଆମେ ଗ୍ରହଣ କରିବୁନି । ମୋତେ ଓ ମୋ ବାପାମାଙ୍କୁ ମାରିଦେବାକୁ ଚାହୁଁଥିବା ଝିଅକୁ ଗ୍ରହଣ କରିବୁନି । ଏ ଜନ୍ମରେ ନୁହେଁ କି କୌଣସି ଜନ୍ମରେ ଗ୍ରହଣ କରିବୁନି ବୋଲି କହିଥିଲୁ । ଗୀତାଶ୍ରୀ ଦାସ ବର୍ଷା ଓ ତାଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking