33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଚଳିତ ମାସ ୧୮ରେ ବସିବ ସର୍ବଦଳୀୟ ବୈଠକ

ଚଳିତ ମାସ ୧୮ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଚଳିତ ମାସ ୧୮ରେ ବସିବ ବିଧାନସଭାର ସର୍ବଦଳୀୟ ବୈଠକ । ପ୍ରଶ୍ନକାଳ ରହିବ କି ନାହିଁ ସେ ନେଇ ଆଲୋଚନା ହେବେ । ଏହା ସହ ଗୃହ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ମଧ୍ୟ ଆଲୋଚନା ହେବ । ଗତ ଅଧିକବେସନ ପରି ଚାଲିବ ଏହି ଅଧିବେଶନ । ଦୈନିକ ଦୁଇଟି ପର୍ଯ୍ୟାୟରେ ଚାଲିବ ଗୃହକାର୍ଯ୍ୟ । ଏ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking