29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଇଡି କାର୍ଯ୍ୟାଳୟରେ ହାଜର ହେଲେ ମମତା ବାନାର୍ଜୀଙ୍କ ପୁତୁରା

ଇଡି କାର୍ଯ୍ୟାଳୟରେ ହାଜର ହେଲେ ମମତା ବାନାର୍ଜୀଙ୍କ ପୁତୁରା

ନୂଆଦିଲ୍ଲୀ : ଟିଏମସି ସାଂସଦ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ସେପ୍ଟେମ୍ବର ୬ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଶ୍ରୀ ବାନାର୍ଜୀ, ସକାଳ ୧୧ ଟା ପୂର୍ବରୁ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ସମନ ଜାରି କରିଥିଲା ତତସହିତ ସେ କହିଛନ୍ତି ଯେ ମୁଁ ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଏବଂ ମୁଁ ଏଜେନ୍ସି ସହ ସହଯୋଗ କରିବି । ଏହି ଘଟଣାର ଅନୁସନ୍ଧାନକାରୀ ଅଧିକାରୀ ଶ୍ରୀ ବାନାର୍ଜୀଙ୍କ ବୟାନରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ରେକର୍ଡ କରିବେ ବୋଲି ଅଧିକାରୀମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking