29.1 C
Bhubaneswar
Sunday, May 5, 2024
Homeଓଡିଶାମାଲକାନଗିରି ପୋଲିସ କୁ ବଡ଼ ସଫଳତା

ମାଲକାନଗିରି ପୋଲିସ କୁ ବଡ଼ ସଫଳତା

ମାଲକାନଗିରି: ମାଲକାନଗିରି ପୋଲିସ କୁ ବଡ ସଫଳତା । ସର୍ଚ୍ଚ ଅପରେଶନ ବେଳେ ମିଳିଲା ବିପୁଳ ବିସ୍ଫୋରକ ଓ ଅସ୍ତ୍ର । ଗତ ଦୁଇଦିନ ଧରି ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳର କୁରୁବ, ସୁଧାକୋଣ୍ଡା ଆଦି ଜଙ୍ଗଲ ରେ ବିଏସଏଫ ଓ ଡିଭିଏଫ ଯବାନ ଙ୍କ ମିଳିତ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଜଙ୍ଗଲ ମଧ୍ୟରେ ବିପୁଳ ବିସ୍ଫୋରକ ଗୋଟିଏ ଜାଗାରେ ଗଚ୍ଛିତ ଥିବା ଦେଖିବାକୁ ମିଳିଥିଲା । ଏହାପରେ ଯବାନ ମାନେ ଉକ୍ତ ସ୍ଥାନରେ ସର୍ଚ୍ଚ କରିବା ବେଳେ ମୋଟ ୯୩ ଟି ଡିଟୋନେଟର, ବ୍ୟପକ ଗୁଳି ଓ ଖୋକା, ଲେଦ ମେସିନ, ଗ୍ୟାସ ସିଲିଣ୍ଡର, କାର୍ବାଇଟ ଓ ମାଓ ପୁସ୍ତକ ଭଳି ବହୁ ସାମଗ୍ରୀ ଜବତ ହୋଇଛି । କାଲିମେଳା ଏରିଆ କମିଟି ମାଓ ସଙ୍ଗଠନ ଏହି ସାମଗ୍ରୀ ରଖିଥିବା ଅନୁମାନ କରାଯାଉଛି

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking