32.1 C
Bhubaneswar
Friday, April 26, 2024
Homeଓଡିଶାସାଧାରଣ ଲୋକଙ୍କ ପାଇଁ ଖୋଲିବ ଲୋକସେବା ଭବନର ଉଦ୍ୟାନ

ସାଧାରଣ ଲୋକଙ୍କ ପାଇଁ ଖୋଲିବ ଲୋକସେବା ଭବନର ଉଦ୍ୟାନ

ଭୁବନେଶ୍ୱର: ଏଣିକି ସାଧାରଣ ଲୋକଙ୍କ ପାଇଁ ଖୋଲିବ ଲୋକସେବା ଭବନର ଉଦ୍ୟାନ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଶୀତ ଦିନେ ଲୋକ ସେବା ଭବନ ଉଦ୍ୟାନରେ ବିଭିନ୍ନ ପ୍ରକାରର ସୁନ୍ଦର ଫୁଲ ଫୁଟିଥିବାରୁ ବିଭିନ୍ନ କିସମର ଫୁଲର ସମ୍ଭାରରେ ଲୋକସେବା ଭବନର ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି ।
ତେଣୁ ଉଦ୍ୟାନର ମନୋରମ ଶୋଭା ଯେପରି ସାଧାରଣ ଲୋକ ଉପଭୋଗ କରିପାରିବେ ସେଥିପାଇଁ ଜାନୁୟାରୀ ୧୧, ୧୨ ୧୯,୨୫ ଓ ୨୬ ତାରିଖକୁ ପ୍ରାୟତଃ ଦ୍ୱିତୀୟ ଶନିବାର ଓ ରବିବାର ଦିନଗୁଡିକରେ ସାଧାରଣ ଜନତା ଦିନ ଅପରାହ୍ନ ୩ଟାରୁ ୫.୩୦ ପର‌୍ୟ୍ୟନ୍ତ ଯେପରି ସୁରୁଖୁରେ ବୁଲି ଦେଖିପାରିବା ସେ ନେଇ ସମସ୍ତ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking