29.1 C
Bhubaneswar
Saturday, April 27, 2024
Homeଓଡିଶାଯାଜପୁର ଜିଲ୍ଲା ରେ ରାଷ୍ଟ୍ରୀୟ ଲୋକ ଅଦାଲତ 

ଯାଜପୁର ଜିଲ୍ଲା ରେ ରାଷ୍ଟ୍ରୀୟ ଲୋକ ଅଦାଲତ 

ଯାଜପୁର:  ଜିଲ୍ଲା ଆଇନ ସେବା ପାଧିକରଣ ଆନୁକୂଲ୍ୟରେ ଶନିବାର ରାଷ୍ଟୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଥିଲା l ଏହି ରାଷ୍ଟୀୟ ଲୋକ ଅଦାଲତ ରେ 99 ଟି ମକଦ୍ଦମା ଫଇସଲା ହୋଇଛି l ସେଥି ମଧ୍ୟ୍ୟ ରୁ 7ଗୋଟି ପୌଜଦାରୀ, 25 ଟି ମୋଟର ଦୁର୍ଘଟଣା ଜନିତ ମାମଲା, 44 ଟି ଦେୱାନୀ, 5 ଗୋଟି ପରିଵାର କଳହ ମକଦ୍ଦମା, ବିଚାର କରାଯାଇଛି l ଜୋରିମାନା ବାବଦ

9145039 ଟଙ୍କା (91ଲକ୍ଷ 45ହଜାର 30ଟଙ୍କା ମାତ୍ର ଆଦାୟ କରାଯଇଛି l ଏହି ଲୋକ ଅଦାଲତ ରେ 16 ଗୋଟି ବ୍ୟାଙ୍କ ମାମଲା ଫଇସଲା କରା ଯାଇ 97,24, 373ଟଙ୍କା ଆଦାୟ କରା ଯାଇଛି lଏହି ରାଷ୍ଟୀୟ ଅଦାଲତ କୁ ଜିଲ୍ଲା ଦୌରାଜର୍ଜ ଶ୍ରୀ କାନ୍ତାମିଶ୍ର ଆନୁଷ୍ଠାନିକ ଭାବେ ଉଦୁଘlଟନ କରି ଥିଲେ l ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟ କାର୍ଯ୍ୟ କରି ସମ୍ପାଦିକା ଶ୍ରୀ ମତି ପୁନମ ଜେନା ପରିଚାଳନା କରି ଥିଲେ l ଏହି କାର୍ଯ୍ୟକ୍ରମ ରେ ପରିବାର ଅଦାଲତ ଜର୍ଜ ଶ୍ରୀମତୀ ମମୀତl ଦାସ ଅତି ରିକ୍ତ ଜିଲ୍ଲା ଜର୍ଜ ଶ୍ରୀ ଜ୍ଞାନେନ୍ଦ୍ର କୁମାର ବାରିକ, ମୁଖ୍ୟ ବିଚାର ବିଭାଗ ଗୀୟ ର ମାଜିଷ୍ଟ୍ରେଟ ଜୀବନା ନନ୍ଦ ପାଢ଼ୀ ବରିଷ୍ଠ ବିଚାର ପତି ଶ୍ରୀ ମତି ଜାନକୀ ବିଶ୍ୱାଳ, ବିଚାର ପତି ପ୍ରସନ୍ନ ବେହେରା . ଶ୍ରୀମତୀ ବିଶ୍ଵ କଲ୍ୟାଣୀ ମିଶ୍ର, ସମେତ ଅନ୍ୟ ବିଚାର ପତି ମାନେ ମକଦ୍ଦମା ଗୁଡିକୁ ବିଚାର କରି ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking