31.1 C
Bhubaneswar
Tuesday, May 7, 2024
Homeଓଡିଶାଗାଧୋଉଥିବା ସମୟରେ ବୁଡି ଗଲେ ୩ ଜଣ ଯୁବକ, ୨ ଉଦ୍ଧାର, ଜଣେ ନିଖୋଜ

ଗାଧୋଉଥିବା ସମୟରେ ବୁଡି ଗଲେ ୩ ଜଣ ଯୁବକ, ୨ ଉଦ୍ଧାର, ଜଣେ ନିଖୋଜ

ଯାଜପୁର (ଓଏ ନ ଏ) : ଯାଜପୁର ଜିଲ୍ଲାର ବରୀ ବ୍ଲକଆଙ୍ଗଲୋ ପଂଚାୟତ ର ଡ଼ିଆବାରିଙ୍ଗ ଗ୍ରାମ ରେ ଏକ ଅଘଟଣ ଘଟିଛି l ନାଳରେରେ ଗାଧୋଉଥିବା ସମୟରେ ବୁଡି ଗଲେ ୩ଜଣ ଯୁବକ। ସ୍ଥାନୀୟ ଲୋକଙ୍କ ଦ୍ୱାରା ୨ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି ।
ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନିଖୋଜ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ରାମଚନ୍ଦ୍ର ରାଉତଙ୍କ ପୁଅ ନବ କିଶୋର ରାଉତ ବୋଲି ସୂଚନା ମିଳିଛି। ଏହି ଘଟଣା ଗ୍ରାମ ବସି ଙ୍କୁ ବେଥିତ କରିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking