27.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ମେଷ : ଆଜି ବୁଦ୍ଧ ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି । କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବେ । ବ୍ୟବସାୟରେ ଉନ୍ନତି ଘଟିବ । ଗୁରୁକୃପା ଲାଭ କରିବେ ।

ବୃଷ : କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ସମ୍ମାନିତ ହେବାର ସୂଚନା ମିଳୁଛି । ଧନକ୍ଷୟ ହୋଇପାରେ । ସତପଥଗାମୀ ହେବେ । କୃଷି କାର୍ଯ୍ୟରେ ଧ୍ୟାନଦେବେ । ଜନସମର୍ଥନ ମିଳିବ ।

ମିଥୁନ : ନିଜ କାର୍ଯ୍ୟ ପାଇଁ ଆନନ୍ଦ ଅନୁଭବ କରିପାରନ୍ତି । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଅର୍ଥପ୍ରାପ୍ତିର ସୁଯୋଗ ଅଛି ।

କର୍କଟ : ଉଚ୍ଚ ଶିକ୍ଷାରେ ଆଗକୁ ବଢ଼ିବେ । କର୍ତବ୍ୟନିଷ୍ଠ ହେବେ । ରୁଚିକର ଭୋଜନରେ ଆପାୟିତ ହୋଇପାରନ୍ତି । ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ସର୍ବସୁଖ ମିଳିପାରିବ ।

ସିଂହ : ଅଟକିଥିବା କାର୍ଯ୍ୟରେ ଆଗକୁ ବଢ଼ିବ । ବହୁ ଶୁଭ ଫଳ ମିଳିବ । ସରକାରୀ ସ୍ତରରେ ସମ୍ମାନୀତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ହଠାତ ଅର୍ଥ ମିଳିପାରେ । ବିଭିନ୍ନ ଦିଗରୁ ସ୍ତୋତ ବହିବ ।

କନ୍ୟା : ଭୂଲ କାର୍ଯ୍ୟ ନ କରି ମଧ୍ୟ ଅଯଥା ହନ୍ତସନ୍ତ ହୋଇପାରନ୍ତି । କୃଷି କର୍ମ ଲକ୍ଷ ପୂରଣ ହେବ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ପ୍ରଦ୍ୟୁଷଣ ମୁକ୍ତ ରହିବ । ଆଜି ଆପଣଙ୍କୁ ଅର୍ଥ ମିଳିବ ।

ତୁଳା : କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ସାମନ୍ୟ ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଚନ୍ଦ୍ରଭୋଗ ହେତୁ ସତର୍କତାସହ ଚଳିବାକୁ ପଡ଼ିବ । ବିବାଦୀୟ ଘଟଣାରେ ବିଜୟୀ ହେବେ ।

ବିଛା : ନୂତନ ଗୃହର କାର୍ଯ୍ୟ ଆରମ୍ଭ କରିପାରନ୍ତି । ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଭାଗ୍ୟରେ ପରିବର୍ତନ ଘଟିପାରେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ନୀତି ଚଂଚଳ ହେବେ ।

ଧନୁ : ପୂର୍ବରୁ ଚାଲୁ ରହିଥିବା ଯୋଜନାରେ ପରିବର୍ତନ ଘଟାଇ ନୂତନ ଯୋଜନା ପ୍ରଣୟନ କରିବେ । ମିଷ୍ଠାନ ଭୋଜନରେ ଆପାୟିତ ହେବେ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀପନଯାପନ କରିପାରନ୍ତି ।

ମକର : ନୂତନ ଜମି କିଣିବାର ସୁଯୋଗ ମିଳିବ । ବ୍ୟୟ ପରିମାଣ ବୃଦ୍ଧି ହେବ । ପ୍ରେମର ଫଳ ସୁଖ ଦାୟକ ହେବ । କଥା ଶୈଳୀରେ ଶତ୍ରୁଙ୍କୁ ବଶ କରିପାରନ୍ତି । ଚଂଚଳ ପ୍ରକୃତିର ହେବେ । କାର୍ଯ୍ୟ ହାସଲ କରିବେ ।

କୁମ୍ଭ : ଆୟ ଆଶାନୁରୂପ ହେବ । ଚନ୍ଦ୍ରଭୋଗ ହେତୁ ଯାନବାହନରେ ସତର୍କତା ଅବଲମ୍ବନ କରିବେ । ସୁସ୍ଥ ଓ ନିରାମୟ ରହିବେ । ଉଚ୍ଚ ମହଲରେ ସମ୍ମାନୀତ ହୋଇପାରନ୍ତି ।

ମୀନ : ଆଜି ଧନପ୍ରାପ୍ତି ହେବେ । ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଜୟୀ ହେବେ । ପ୍ରଶଂସା ପାଇବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ପ୍ରବଳ ପ୍ରଳାପୀ ହେବେ । ଦୃତ ପୌରୁଷ ପତିଆର ହୋଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking