ଭୁବନେଶ୍ୱର : ଓଡିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆସନ୍ତାକାଲି ଓଡିଶା ଆସିବେ ରାଜନାଥ ସିଂ। ଭବାନୀପାଟଣା ଓ ରାୟଗଡାରେ ସେ ଜନସଭାରେ ଯୋଗଦେଇ ପାର୍ଟି କର୍ମୀଙ୍କ ସହ ମିଶି ବିଭିନ୍ନ କଥାର ଆଲୋଚନା କରିବେ। ସୂଚନା ଅନୁସାରେ, ଆସନ୍ତାକାଲି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ଓଡିଶା ଆସୁଛନ୍ତି ତାଙ୍କର ଦୁଇଟି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏପରିକି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଓଡ଼ିଶାରେ ପହଂଚିବା ପରେ କୋରାପୁଟ ଓ ନବରଙ୍ଗପୁରରେ ଜନସଭା କରିବେ।