28.1 C
Bhubaneswar
Saturday, April 27, 2024
Homeଲାଇଫ୍ ଷ୍ଟାଇଲ୍ଶୀତ ଦିନେ ଓଠର ଯତ୍ନ କିପରି ନେବା ଆସନ୍ତୁ ଜଣିବା:

ଶୀତ ଦିନେ ଓଠର ଯତ୍ନ କିପରି ନେବା ଆସନ୍ତୁ ଜଣିବା:

ଭୁବନେଶ୍ୱର : ଆସିଲାଣି ଶୀତ ଦିନ । ଯେପରିକି ଆମେ ସମସ୍ତେ ଜାଣୁ ଶୀତ ଦିନେ ଓଠ ଶୁଖିଲା ହେବା ସହ ଫାଟିଥାଏ । ଆସନ୍ତୁ ଜାଣିବା କିଛି ଉପଚାର ଯେଉଁଥିରେ ଶୀତ ଦିନେ ଓଠ ମୁଲାୟମ ରହିବା ସହ ଆଉ ଫାଟିବ ନାହିଁ ।
୧-ଘରେ ଥିବା କଫି ପାଉଡ଼ରକୁ ଗୋଟେ ଛୋଟ ଚାମଚରେ ନେଇ ସେଥିରେ କିଛି ଭେସଲିନ୍ ମିଶାନ୍ତୁ । ଏହାକୁ ଏକ ପେଷ୍ଟ୍ ବନାଇ ନିଅନ୍ତୁ ।
ଓଠକୁ ଭଲଭାବେ ସଫା କରି ଏହି ପେଷ୍ଟକୁ ଧିରେଧିରେ ମଶାଚ୍ କରନ୍ତୁ । ଏଥିରେ ଓଠ ମୁଲାୟମ ରହିଥାଏ ।
୨- ୨ ଟି ଛୋଟ ସାଇଜର ତୁଳାକୁ ନେଇ ଦେଥିରେ କିଛି ଆଲୋଭେରା ଜେଲ ରଖନ୍ତୁ ସେହି ତୁଳାକୁ ୩ ମିନିଟ୍ ଯାଏଁ ନିଜ ଓଠରେ ରଖନ୍ତୁ । ୩ମିନିଟ୍ ପରେ ତୁଳାକୁ କାଢି ନଅନ୍ତୁ ଓ ସେହି ତୁଳାରେ ନିଜ ଓଠକୁ ପୋଛି ନିଅନ୍ତୁ ।
ଏହି ଆଲୋଭେରା ଜେଲ୍ ଓଠରୁ ମୃତ କୋଶିକାକୁ ବାହାର କରିଦେଇଥାଏ । ଯାହା ଓଠକୁ ମୁଲାୟମ ଓ ହାଇଡ଼୍ରେଟ ରଖେ ।
୩-ଗୋଲାପର କଢୀକୁ ଖୋଲି ସେଥିରେ ଗ୍ଲିସେରିନ୍ ମିଶାଇ କିଛି ସମୟ ପାଇଁ ଫ୍ରିଜ୍‌ରେ ରଖି ଦିଅନ୍ତୁ । ଏହାପରେ ସେହି ଗୋଲାପ କଢୀ ଗୁଡ଼ିକୁ ଓଠ ଉପରେ ୫ ମିନିଟ ଯାଏଁ ରଖନ୍ତୁ ଓ ମଶାଚ କରନ୍ତୁ । ସେଥିରେ ଓଠ ମଇଶ୍ଚର ରହିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking