39.1 C
Bhubaneswar
Friday, April 26, 2024
Homeଓଡିଶାଖୁଣ୍ଟାପଡା ଗାଁରେ ଦନ୍ତା ହାତୀର ଉପଦ୍ରବ : ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାରର ୫...

ଖୁଣ୍ଟାପଡା ଗାଁରେ ଦନ୍ତା ହାତୀର ଉପଦ୍ରବ : ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାରର ୫ ସଦସ୍ୟ

ତେଲକୋଇ : ତେଲକୋଇ ରେଞ ଅଧିନସ୍ଥ ଖୁଣ୍ଟାପଡା ଗାଁ ଲାଠିଗୁଡା ସାହିରେ ଗତକାଲି ବିଳମ୍ବିତ ରାତିରେ ଗୋଠଛଡା ଦନ୍ତାହାତୀ ପଶି ଉପଦ୍ରବ କରିଥିଲା ।ରାତି ପ୍ରାୟ ୩ ଟା ସମୟରେ ଅରୁଣ ମୂଖିଙ୍କ ଘରକୁ ଭାଙ୍ଗିଥିଲା ।ଘରର କାନ୍ଥ ପାଖରେ ଶୋଇଥିବା ପରିବାର ର ପାଞ୍ଚ ଜଣ ଅଳ୍ପକେ ବର୍ତ୍ତିଯାଇଥିଲେ ।ଜଣେ ପାଞ୍ଚ ବର୍ଷର ଶିଶୁକନ୍ୟାର ଗୋଡରେ କାନ୍ଥ ପଡି ଶିଶୁ କନ୍ୟା ଜଣଙ୍କ ଗୁରୁତର ହୋଇ ଥିବା ବେଳେ ତାଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking