33.1 C
Bhubaneswar
Thursday, May 23, 2024
Homeଓଡିଶାସ୍କୁଲରେ ବଜ୍ରପାତ : ୧୦ ପିଲା ଗୁରୁତର

ସ୍କୁଲରେ ବଜ୍ରପାତ : ୧୦ ପିଲା ଗୁରୁତର

ଦେବଗଡ : ସ୍କୁଲରେ ବଜ୍ରପାତ । ୧୦ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଗୁରୁତର । ତିଳେଇବଣି ବ୍ଲକ ପୁଟୁରାପଶି ୟୁପି ସ୍କୁଲରେ ବଜ୍ରପାତ । ସ୍କୁଲରେ ପାଠପଢା ଚାଲିଥିବା ବେଳେ ବଜ୍ରପାତ ହୋଇଥିବା ସୂଚନା । ବଜ୍ରପାତରେ ସ୍କୁଲ ଘର ଛାତ କଣା ହୋଇ ଯାଇଥିବା ସୂଚନା ।

ଅବପାତ ରୂପ ନେଲା ଲଘୁଚାପ, ଆଜି ପ୍ରବଳ ବର୍ଷା ସମ୍ଭାବନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking