40.1 C
Bhubaneswar
Sunday, June 16, 2024
Homeଓଡିଶାସଡକ ଦୁର୍ଘଟଣା : ଡ୍ରାଇଭର ମୃତ

ସଡକ ଦୁର୍ଘଟଣା : ଡ୍ରାଇଭର ମୃତ

ପୁରୀ : ବୁଧବାର ବିଳମ୍ବିତ ରାତିରେ ପୁରୀ ଜିଲ୍ଲା କଣାସ ଥାନା ଦୟାବିହାର ଗାଁରେ ଘଟିଛି ଅଭବନୀୟ ଘଟଣା । ଭାରସାମ୍ୟ ହରାଇ ଘରେ ପଶିଗଲା ଟ୍ରାକ୍ଟର । ଏଭଳି ଦୁର୍ଘଟଣାରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ । ଭାରସାମ୍ୟ ହରାଇ ପ୍ରଥମ ଏକ ଦୋକାନରେ ଧକ୍କା ହୋଇଥିଲା । ଏହାପରେ ଜଣଙ୍କ ଘର ଭିତରକୁ ପଶିଯାଇଥିଲା । ହେଲେ ଏହି ଦୁର୍ଘଟଣାରେ ଘରେ ଶୋଇଥିବା ଲୋକଙ୍କର କୌଣସି କ୍ଷତି ହୋଇନଥିଲା । କିନ୍ତୁ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର ଆମ୍ବୁଲାନ୍ସ ଯୋଗ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି ।ଟ୍ରାକ୍ଟର ଚାଳକ ଜଣଙ୍କ କଣାସ ଥାନା ଗଡ଼ସାହି ଗାଁର ବାସିନ୍ଦା ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking