29.5 C
Bhubaneswar
Saturday, June 20, 2026
Homeଓଡିଶାବିଶ୍ଵ ସୁନ୍ଦରୀ ପ୍ରତିଯୋଗିତାରେ ସୁକିନ୍ଦା ଖଣିଅଞ୍ଚଳ ଝିଅ

ବିଶ୍ଵ ସୁନ୍ଦରୀ ପ୍ରତିଯୋଗିତାରେ ସୁକିନ୍ଦା ଖଣିଅଞ୍ଚଳ ଝିଅ

ଯାଜପୁର : ବିଶ୍ଵ ସୁନ୍ଦରୀ ପ୍ରତିଯୋଗିତା ପାଇଁ ରାଜ୍ୟସ୍ତରୀୟ ଶେଷ ପର୍ଯ୍ୟାୟରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ପ୍ରତିଯୋଗିତା ପାଇଁ ପାଖି ପାଟ୍‌ନି ଯୋଗ୍ୟତା ଅର୍ଜନ କରିଛନ୍ତି। ଏଠାରୁ ଯୋଗ୍ୟତା ହାସଲ ପରେ ପରବର୍ତ୍ତୀ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ସେ ଦେଶର ପ୍ରତିନିଧିତ୍ବ କରିବେ। ବାଲେଶ୍ବର ଆଲଏଜ୍ କାଳିଆପାଣି ଇସ୍ପାତ କ୍ରୋମାଇଟ୍‌ ଖଣିମୁଖ୍ୟ ତଥା ସଭାପତି ଇଂ ସୁଧାଂଶୁ ପାଟ୍‌ନିଙ୍କ ସାନଝିଅ ପାଖି ସ୍ଥାନୀୟ ଷ୍ଟୁଆର୍ଟ ସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଏବେ ଭୁବନେଶ୍ବର ସୋଆରେ ସ୍ନାତକ ପଢ଼ୁଛନ୍ତି। ଫ୍ୟାସନ ଓ ନୃତ୍ୟ ପ୍ରତି ତାଙ୍କର ବିଶେଷ ରୁଚି ରହିଛି। ମାଆ ଅନିତା ପାଟ୍‌ନି ତାଙ୍କ ପାଇଁ ପ୍ରେରଣା ବୋଲି ପାଖି କହନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking