29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶତାଇୱାନରେ ଦୁଇ ଜଣ ସମଲିଙ୍ଗୀଙ୍କ ବିବାହ

ତାଇୱାନରେ ଦୁଇ ଜଣ ସମଲିଙ୍ଗୀଙ୍କ ବିବାହ

ତାଇୱାନ : ଦୁଇ ଲେସବିୟାନ୍ ଦମ୍ପତି ଶୁକ୍ରବାର ଦିନ ତାଇୱାନରେ ମିଲିଟାରୀ ବିବାହ କରି ଇସିହାସ ସୃଷ୍ଟି କରିଛନ୍ତି । ସେଠାରେ ନୌବାହୀନ ଦ୍ୱାରା ସେମାନଙ୍କ ସାଥୀଙ୍କ ସହ ଏକ ଐତିହାସିକ ଉତ୍ସବରେ ଆୟୋଜିତ ଏକ ଜନ ବିବାହ ବନ୍ଧି ହୋଇଥିଲେ । ତାଇୱାନ ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ ମେ ୨୦୧୯ରେ ଆଇନ ପ୍ରଣୟନ ହେବାଠାରୁ ୪୦୦୦ ରୁ ଅଧିକ ଦମ୍ପତି ବିବାହ କରିଥିଲେ । ୧୮୮ ଦମ୍ପତିଙ୍କ ସହ ହୋଇଥିବା ଏହି ବିବାହ ଏକ ସାମରିକ ସମାରୋହରେ ପାଳନ କରାଯାଇଥିଲା । ପ୍ରେମ ପ୍ରସଙ୍ଗରେ ସମସ୍ତଙ୍କୁ ସମାନ ବ୍ୟବହାର କରାଯିବା ଉଚିତ୍ ବୋଲି ୨୭ ବର୍ଷିୟ ଲି ଲି ଚେନ୍‌ଙ୍କୁ ବିବାହ କରିଥିବା ସେନା ଲେଫ୍ଟଣଂଟ୍ ଚେନ୍ ୟିଙ୍ଗ –ହୁସୁନ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking